ଚତୁର୍ଦ୍ଧା ମୂର୍ତ୍ତି

ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରର ରତ୍ନ ସିଂହାସନରେ ବିରାଜମାନ ସଗୁଣ-ରୂପୀ ଅଯୋନିସମ୍ଭୂତା-ବ୍ରହ୍ମଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରକାଶିତ କିମ୍ବଦନ୍ତୀ ମଧ୍ୟରେ ଧବଳଗିରିର ଜନଜାତି ମାନଙ୍କ ଜୀବନ ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ରହିଥିବା ବିଭିନ୍ନ...